Below header

ନିଆଁ ଲାଗି ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୂବନ ଥାନା କୃଷ୍ଣପୁର ଗାଁରେ ଅଘଟଣ। ଚୁଲିରେ ରୋଷେଇ ପାଇଁ ପାଣି ବସିଥିବା ବେଳେ ଅସାବଧାନତାରୁ ମହିଳାଙ୍କ ପିନ୍ଧା ଲୁଗାରେ ଲାଗିଲା ନିଆଁ ।

ଢେଙ୍କାନାଳ ଜିଲ୍ଲା ଭୂବନ ଥାନା କୃଷ୍ଣପୁର ଗାଁରେ ଅଘଟଣ। ଚୁଲିରେ ରୋଷେଇ ପାଇଁ ପାଣି ବସିଥିବା ବେଳେ ଅସାବଧାନତାରୁ ମହିଳାଙ୍କ ପିନ୍ଧା ଲୁଗାରେ ଲାଗିଲା ନିଆଁ । ନିଆଁ ଲାଗି ମହିଳାଙ୍କ ଶରୀରର ୪୦ ଭାଗ ପୋଡିଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳା ହେଲେ ସୁନି ପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.