ପୁରୀରେ ଉଚ୍ଚସ୍ତରୀୟ କୋର୍‌ କମିଟି, ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନ ସ୍ଥିତିର ଯାଞ୍ଚ କରୁଛି ଟିମ୍

ପୁରୀ: ପୁରୀରେ ଉଚ୍ଚସ୍ତରୀୟ କୋର୍‌ କମିଟି। ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ ସ୍ଥିତିର ଯାଞ୍ଚ କରୁଛି କମିଟି। ASI ଯୁଗ୍ମ ମହାନିର୍ଦ୍ଦେଶକ ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ସାମିଲ ହୋଇଛନ୍ତି ଚେନ୍ନାଇ ଓ ଖଡଗପୁର ଆଇଆଇଟିର ବୈଜ୍ଞାନିକ, ASI ସୁରିଟେଣ୍ଡେଣ୍ଟ ଓ କୋର୍‌ କମିଟି ସଦସ୍ୟ। ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ନାଟମଣ୍ଡପ ଫାଟକ ମାପକତ ଯନ୍ତ୍ରର ରିଡିଂ ଆଦିର ସମୀକ୍ଷା କରିବେ। ପରେ ଅନୁଷ୍ଠିତ ବୈଠକରେ ମରାମତି ଅଗ୍ରଗତି ନେଇ ଆଲୋଚନା କରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.