ରାଜ୍ୟରେ ପହଞ୍ଚିଲା କରୋନା ଟେଷ୍ଟ କିଟ୍‌,ଦିଲ୍ଲୀରୁ ବିମାନ ଯୋଗେ ଆସିଲା ଭୁବନେଶ୍ୱରକୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ପହଞ୍ଚିଲା କରୋନା ଟେଷ୍ଟ କିଟ୍‌ । ଆର୍‌ଏମ୍‌ଆରସି ଏବଂ ଓଏସ୍‌ଏମ୍‌ସିକୁ ଏହି କିଟ୍‌ ଏବଂ ଅନ୍ୟ ମେଡିକାଲ ସାମଗ୍ରୀ ଦିଆଯିବ । ବିମାନରେ ଦିଲ୍ଲୀରୁ ଏହି ସବୁ ସାମଗ୍ରୀ ଭୁବନେଶ୍ୱର ଆସିଛି । ଯାହାଫଳରେ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ଆହୁରି ସହଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.