Below header

ପଜିଟିଭ୍‌ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କଲେ ଦମ୍ପତି

ନୟାଗଡ: ପଜିଟିଭ୍‌ ପରେ ଜୀବନ ହାରିଲେ । ପଜିଟିଭ୍‌ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କଲେ ଦମ୍ପତି । ନୟାଗଡ ଜିଲ୍ଲା ଦର୍ପନାରାୟଣପୁର ଫାଣ୍ଡି ବେଗୁନିଆପାଟଣା ଗାଁରେ ଅଭାବନୀୟ ଘଟଣା ।

ଉଭୟ ଭୁବନେଶ୍ୱରରେ ରହୁଥିଲେ । ଗତକାଲି ଉଭୟଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଦମ୍ପତିଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.