ବିବାହ ପାଇଁ ମିଳିଲାନି ପରିବାରର ଅନୁମତି, ଗଛରେ ଝୁଲିପଡିଲେ ପ୍ରେମୀ ଯୁଗଳ

ଗଞ୍ଜାମ(କେନ୍ୟୁଜ୍‌): ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଜରଡା ଥାନା ସାମନ୍ତରାପୁର ଗାଁ ଆମ୍ବ ତୋଟାରୁ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ୨ ଜଣ ସେହି ଗାଁର ସୋନୁ ବେହେରା ଓ ସୁନିତା ପ୍ରଧାନ । ଉଭୟ ବିବାହ କରିବାକୁ ଚାହୁଁଥିବା ବେଳେ ଘର ଲୋକ ଏଥିରେ ରାଜି ନହେବାରୁ ଦୁହେଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମଟିକୁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.