କଟକ ମହାନଦୀରେ ପବନ ଖାଉଛି ଥଣ୍ଟିଆ କୁମ୍ଭୀର, ଦେଖିବାକୁ ରାସ୍ତା ଉପରେ ଲୋକଙ୍କ ଭିଡ଼

ସିଡିଏ ଓ ଧବଳେଶ୍ଵରକୁ ସଂଯୋଗ କରୁଥିବା ସେତୁ ନିକଟରେ କୁମ୍ଭୀର ଦେଖିବାକୁ ମିଳିଛି। ପାଣିରେ ଓ ବାଲି ଉପରେ ଶରୀରକୁ ରଖି ନଦୀ ମଧ୍ୟରେ କୁମ୍ଭୀର ଥିବା ଦେଖାଯାଇଛି।

କଟକ(କେନ୍ୟୁଜ୍): କଟକ ମହାନଦୀରେ କୁମ୍ଭୀର ଆତଙ୍କ। ସିଡିଏ ଓ ଧବଳେଶ୍ଵରକୁ ସଂଯୋଗ କରୁଥିବା ସେତୁ ନିକଟରେ କୁମ୍ଭୀର ଦେଖିବାକୁ ମିଳିଛି। ପାଣିରେ ଓ ବାଲି ଉପରେ ଶରୀରକୁ ରଖି ନଦୀ ମଧ୍ୟରେ କୁମ୍ଭୀର ଥିବା ଦେଖାଯାଇଛି। କୁମ୍ଭୀରକୁ ଦେଖିବାକୁ ରାସ୍ତା ଉପରେ ଲୋକଙ୍କ ଭିଡ଼ ଜମିଛି। ଲୋକମାନେ ବ୍ରିଜ ଉପରୁ ନିଜ ମୋବାଇଲରେ କୁମ୍ଭୀରର ଭିଡିଓ କଏଦ କରୁଥିବା ଦେଖାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.