Below header

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୟୁନିଟ୍‌-୬ ସିଟି ସ୍କୁଲ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ରେଡ୍‌

ଭୁବନେଶ୍ୱର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ୟୁନି଼ଟ୍‌-୬ ସିଟି ସ୍କୁଲ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ରେଡ୍‌। ୟୁନିଟ୍‌-୮ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍‌ ଚାଲିଛି। ୯ଟି ପ୍ଲଟ ଓ ୨ଟି ଘର ସହ କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ଠାବ ହୋଇଛି। ଶ୍ରୀରାମ ନଗରରେ ତିଳୋତ୍ତମାଙ୍କ ୪୨ଲକ୍ଷ ଟଙ୍କାର ଘର ରହିଛି। ଶିକ୍ଷୟିତ୍ରୀଙ୍କ ନାଁରେ ରହିଛି ୯ଟି ବ୍ୟାଙ୍କ ଆକାଉଣ୍ଟ। ଗୋଟିଏ ଆକାଉଣ୍ଟରେ ରହିଛି ୩୨ ଲକ୍ଷ ଟଙ୍କା। ୧୮ଟି LIC ବଣ୍ଡରୁ ମିଳିଲା ୨୫ଲକ୍ଷ ଟଙ୍କା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.