Below header

ଦ୍ୱିତୀୟ ବିବାହକୁ ଅସ୍ବୀକାର କଲେ ଯାତ୍ରା ଭିଲେନ୍ ଦୈତାରୀ ପଣ୍ଡା, କହିଲେ ଷଡ଼ଯନ୍ତ୍ର

ଭୁବନେଶ୍ବର(କେନ୍ଯୁଜ୍) : ଯାତ୍ରା କଳାକାର ଦୈତାରୀ ପଣ୍ଡା ଦ୍ୱିତୀୟ ବିବାହ ନେଇ ଅଭିଯୋଗ ଉପରେ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ତାଙ୍କ ବିରୋଧରେ ଦ୍ୱିତୀୟ ବିବାହ ନେଇ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଉଛି । ଏଥିସହ ଗଣମାଧ୍ୟମକୁ ଦୁର୍ବ୍ୟବହାର ନେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦୈତାରୀ ପଣ୍ଡା ।

daitariକିଛି ଦିନ ତଳେ ଯାତ୍ରା କଳାକାର ଲତା ମଣ୍ଡଳ ତାଙ୍କୁ ଦୈତାରୀ ପଣ୍ଡା ଦ୍ୱିତୀୟ ବିବାହ କରିଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଏଥିସହ ନ୍ୟାୟ ପାଇଁ ସେ ବାଲେଶ୍ୱର ଏସପିଙ୍କୁ ମଧ୍ୟ ଭେଟି ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.