ଦାମୋଦରଙ୍କ ସପକ୍ଷରେ ରାୟ, ଜାତିଆଣ ମାମଲା ହାଇକୋର୍ଟରେ ରଦ୍ଦ

ଭୁବନେଶ୍ବର (କେନ୍ଯୁଜ୍) : ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିରୋଧରେ ରୁଜୁ ଜାତିଆଣ ମାମଲା ହାଇକୋର୍ଟରେ ରଦ୍ଦ । କୁଜଙ୍ଗରେ ଏକ ସଭାରେ ଦାମୋଦର ଜିଲ୍ଲାପାଳ, ସାଂସଦଙ୍କ ପ୍ରତି ଜାତିଗତ ଆକ୍ଷେପ କରିଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାକୁ ରଦ୍ଦ କରିବା ପାଇଁ ଦାମୋଦର ରାଉତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଶୁଣାଣି କରି ଦାମୋଦର ରାଉତଙ୍କ ନାଁରେ ଏସଂପର୍କିତ ରୁଜୁ ମାମଲାକୁ ଖାରଜ କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.