ରେଳଲାଇନ କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା ସନ୍ଦେହ

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଥାନା କୁମଣ୍ଡ ରେଳଲାଇନ କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ଏନେଇ ବର୍ତ୍ତମାନ ମଧ୍ଯ ମୃତକଙ୍କ ପରିଚୟ ମିଳିପାରିପାହିଁ। ମୃତ ଦେହ ନିକଟରୁ ଏକ ମୋବାଇଲ ଜବତ କରାଯାଇଛି। ପ୍ରେମ ଜନିତ ମାମଲାକୁ କେନ୍ଦ୍ର କରି କେହି ଜଣେ ହତ୍ଯା କରି ରେଳଲାଇନ୍ କଡରେ ଫୋପାଡି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ଏହା ସୁପରିକଳ୍ପିତ ହତ୍ଯାକାଣ୍ଡ ନା ଆତ୍ମହତ୍ଯା ତାହା ବର୍ତ୍ତମାନ ସନ୍ଦେହ ଘେରରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.