ରାଜଧାନୀରେ ଚାଞ୍ଚଲ୍ୟ : ଆଇଆରସି ସ୍କୁଲ ଭିଲେଜ ପଡିଆରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀରେ ଚାଞ୍ଚଲ୍ୟ। ଆଇଆରସି ସ୍କୁଲ ଭିଲେଜ ପଡିଆରେ ପଡିରହିଛି ଯୁବକଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଇଆରସି ପୋଲିସ ମୃତଦେହ ଉଦ୍ଧାର କରିଛି । ତାଙ୍କ ଦେହର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଫଳରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ କିପରି ଯୁବକଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.