ଯାଜପୁର : କେନାଲ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର : ବଡଚଣା ଥାନା ଧାନମଣ୍ଡଳ ଗ୍ରାମର ସନ୍ତୋଷ କୁମାର ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିକଟସ୍ଥ ହାଇଲେବଲ କେନାଲରୁ ତାଙ୍କ ବାଇକ ସହ ମୃତଦେହକୁ ଉଦ୍ଧାର କରାଯାଇଛି । ଗୁରୁବାର ଠାରୁ ଏକ ବିବାହ ଭୋଜିକୁ ଯାଇ ଆଉ ଘରକୁ ଫେରିନଥିଲେ ।

photo_2019-02-09_11-03-23 ତେବେ ଏଭଳି ଅବସ୍ଥାରେ ମୃତଦେହ ମିଳିବାପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଘଟଣାସ୍ଥଳରେ ବଡଚଣା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.