Below header

ପ୍ରେମିକାର ଧୋକା ସହିପାରିଲାନି ପ୍ରେମିକ, ଫାଶୀ ଦେଇ କଲା ଆତ୍ମହତ୍ୟା

କଟକ(କେନ୍ୟୁଜ୍): ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ । ବେକରେ ଫାଶୀ ଦେଇ ସେ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି କଟକ ମଲାସାହିରେ । ମୃତ ଯୁବକ ହେଉଛନ୍ତି ବିଶ୍ୱନାଥ ସ୍ୱାଇଁ । ପ୍ରେମରେ ଧୋକା ଖାଇଥିବାରୁ ଆତ୍ମହତ୍ୟା କରିଥିବା ସେ ଏକ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.