ଜଗା ଦର୍ଶନ ହେଲା ଶେଷ ଦର୍ଶନ, ଶ୍ରୀକ୍ଷେତ୍ରରେ ଚାଲିଗଲା ଜୀବନ
ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଉତ୍ତରପ୍ରଦେଶ ରାଞ୍ଚିର ୬୫ ବର୍ଷୀୟ ରାଜେନ୍ଦ୍ର ସାହାରିଆ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ।
ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଉତ୍ତରପ୍ରଦେଶ ରାଞ୍ଚିର ୬୫ ବର୍ଷୀୟ ରାଜେନ୍ଦ୍ର ସାହାରିଆ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡ଼ିକାଲ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।