ବାଲେଶ୍ୱର ବାଇଗଡିଆ ଗାଁରେ ଝାଡାବାନ୍ତି ଆତଙ୍କ, ଭୋଜି ଖାଇ ଜଣେ ମୃତ, ୧୫ରୁ ଅଧିକ ଆକ୍ରାନ୍ତ

ବାଲେଶ୍ୱର ଔପଦା ବ୍ଲକ ବାଇଗଡିଆ ଗାଁରେ ଝାଡାବାନ୍ତି ଆତଙ୍କ । ଭୋଜି ଖାଇବା ପରେ ଜଣେ ମୃତ, ୧୫ରୁ ଅଧିକ ଆକ୍ରାନ୍ତ । ମୃତକ ହେଲେ କଟିଆ ସିଂ । ଗାଁରେ ଏକ ଭୋଜି ଖାଇବା ପରେ ସେମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଗୁରୁତରଙ୍କୁ ପ୍ରଥମେ ସେମାନଙ୍କୁ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ୧୦ଜଣଙ୍କୁ ବାଲେଶ୍ୱର ମେଡିକାଲ ଓ ଜଣେ ନାବାଳକୁ କଟକ ସ୍ଥାନାନ୍ତର କରାଯାଇଛି। ଗାଁରେ ଈଶ୍ୱରପୁର ମେଡିକାଲ ଟିମ୍‌ ପହଂଚିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.