ଅନ୍ଧାରୀ ବିଜେକୁ ମନା, ରାତିସାରା ତମାମ ଗାଁ ମୁଣ୍ଡରେ ଜଗି ବସିଲେ ଯୁବକ

 କେନ୍ଦ୍ରାପଡା(କେନ୍ଯୁଜ୍): ଅନ୍ଧାରୀ ବିଜେକୁ ମନା । ରାତିସାରା ଗାଁ ଜଗିଲେ ଯୁବକ । ଅବାଧ ଓ ନିପେକ୍ଷ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଏହାକୁ କାମରେ କରି ଦେଖାଇଛନ୍ତି ଗାଁର କିଛି ଯୁବକ । କେନ୍ଦ୍ରାପଡା ଜିଲଲା ଡେରାବିଶ ବ୍ଲକ ଗୋଲରହାଟ ପଞ୍ଚାୟତର କିଛି ଯୁବକ ଠେଙ୍ଗା ବାଡି ଧରି ରାତି ତମାମ ଗାଁ ମୁଣ୍ଡରେ ଜଗି ବସିଥିଲେ ।

ବାହାର ଲୋକ କେହି ଗାଁକୁ ଆସିବେ ନାହିଁ କି ଭୋଟ୍‌ ପାଇଁ କାହାକୁ ପ୍ରଲୋଭନ କିମ୍ବା ଧମକ ଦେଇପାରିବେ ନାହିଁ । ଗାଁ ମୁଣ୍ଡରେ ଯୁବକ ରୁଣ୍ଡ ହେବା ଖବର ପାଇ ପୋଲିସ ପହଂଚିଥିଲା । ଯୁବକଙ୍କ ,ଭଳି କାମକୁ ଦେଖି ପ୍ରଶଂସା ମଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.