୧୯୨୯କୁ ଫୋନ୍‌ କଲେ ଭିନ୍ନକ୍ଷମଙ୍କ ପାଇଁ ଘରେ ଟେଷ୍ଟିଂ ସୁବିଧା ଯୋଗାଇ ଦେବ ବିଏମସି

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ଡାଉନ, ସଟଡାଉନ୍‌ରୁ ସୁଫଳ ମିଳିଛି । BMC ଅଞ୍ଚଳରୁ ମେ’ ୧୫ ରେ ସର୍ବାଧିକ ୧୩୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି । BMCରେ କୋଭିଡ ହସପିଟାଲରେ ସାଧାରଣ ଅକ୍ସିଜେନ୍‌ ବେଡ, HDU ବେଡ୍‌ ମହଜୁଦ ରହିଛି । ଯଥେଷ୍ଟ ସଂଖ୍ୟକ ଆମ୍ବୁଲାନ୍ସ ମଧ୍ୟ ମହଜୁଦ ରହିଛି ।

ଭିନ୍ନକ୍ଷମଙ୍କ ପାଇଁ ଘରେ ଟେଷ୍ଟିଂ ବ୍ୟବସ୍ଥା ହୋଇଛି । ୧୯୨୯କୁ ଫୋନ୍‌ କଲେ ଘରେ ଯାଇ ଟେଷ୍ଟିଂ ସୁବିଧା ଯୋଗାଇ ଦିଆଯିବ । ସେମାନଙ୍କୁ ଘରୁ ଆଣି ଟିକା ଦେବାର ବ୍ୟବସ୍ଥା ହୋଇଥିବା ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.