ପଶ୍ଚିମ ଓଡିଶାରେ ଭୂମିକମ୍ପର ଝଟକା, ଲୋକେ ଆତଙ୍କିତ

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂମିକମ୍ପ। ସମ୍ବଲପୁର,ଧମା,କୁଚିଣ୍ଡା,ରେଙ୍ଗାଲି,ବଣାଇରେ ଭୂମିକମ୍ପ ଅନୁଭୂତ ହୋଇଛି। ସନ୍ଧ୍ୟା ୫.୪୯ ମିନିଟ୍‌ରେ ଦେବଗଡ଼ରେ ଭୂମିକମ୍ପ ଅନୁଭୂତ ହୋଇଛି।ଭୂମିକମ୍ପ ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.