ଭିଜିଲାନ୍ସ ଜାଲରେ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ

ପଦ୍ମପୁର(କେନ୍ଯୁଜ୍): ମହଙ୍ଗା ପଡିଲା ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ। ଭିଜିଲାନ୍ସ ଜାଲରେ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁ ।ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ କଲଙ୍ଗାପାଲି ସ୍ଥିତ ବାସଭବନ ଓ ଗାଇସିଲାଟ ଅଫିସରେ ଏକକାଳିନ ଭାବରେ  ଚଢାଉ କରିଛି ଭିଜିଲାନ୍ସ।

ବର୍ତ୍ତମାନ ଯାଏ ୧,୮୦,୦୦୦ ଟଙ୍କା, ଗୋଟିଏ ଚାରି ଚକିଆ ଗାଡି ଓ ଗୋଟିଏ ବାଇକ ଜବତ କରାଯାଇଛି । ଜମିବାଡ଼ି ଓ ଗହଣା ଆକଳନ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.