ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ଇଡିର ରେଡ, ବିକାଶ ସ୍ୱାଇଁଙ୍କ ଘରେ ଚଢ଼ାଉ

ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ଇଡିର ରେଡ। ବିକାଶ ସ୍ୱାଇଁଙ୍କ ଅଫିସ ଓ ଘରେ ରେଡ। ଭୁବନେଶ୍ବରର ତିନୋଟି ସ୍ଥାନ ସମେତ ରାଜ୍ୟର ପାଞ୍ଚଟି ସ୍ଥାନରେ ଚଢ଼ାଉ ଚାଲିଛି ।

ଭୁବନେଶ୍ୱର (କେନ୍ୟୁଜ):  ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ବିଭିନ୍ନ ସ୍ଥାନରେ ଇଡି ରେଡ। ବିକାଶ ସ୍ୱାଇଁ ଙ୍କ ଅଫିସ ଓ ଘରେ ରେଡ ଚାଲିଛି। ଭୁବନେଶ୍ବରର ତିନୋଟି ସ୍ଥାନ ସମେତ ରାଜ୍ୟର ପାଞ୍ଚଟି ସ୍ଥାନରେ ଚଢ଼ାଉ କରାଯାଉଛି । ସେପଟେ ବିଲଡର ଦେବବ୍ରତ ଧିରଙ୍କ ଘରେ ବି ED ରେଡ ହୋଇଛି । ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ରେଡ୍ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.