Below header

ବଣାଇ: ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଦନ୍ତା ମୃତ

ବଣାଇ(କେନ୍ଯୁଜ୍): ବିଦ୍ୟୁତ ତାର ଲାଗି ଦନ୍ତା ମୃତ । ବଣାଇ ବନଖଣ୍ଡ ତିକୟତପାଲି ସେକ୍ସନର ପଥରପୁଞ୍ଜିଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମୃତ ଦନ୍ତାର ବୟସ ଆନୁମାନିକ ୫୦ବର୍ଷ ହେବ । ଘଟଣାସ୍ଥଳରେ ପହଂଚିଛନ୍ତି ବନବିଭାଗ କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.