ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ୨ ସମ୍ପର୍କୀୟ ଭାଇଙ୍କ ଜୀବନ
ଜଳେଶ୍ବର : ଭାଇକୁ ବଞ୍ଚାଇବାକୁ ଯାଉଥିଲା ଭାଇ । ହେଲେ ଚାଲିଗଲା ୨ ଜଣଙ୍କ ଜୀବନ । ବିଦ୍ୟୁତ ତାର ଉଜାଡ଼ି ଦେଲା ସଂସାର । ମା’ କୋଳ ଖାଲି କରି ନେଇଗଲା ଏଇ ଦୁଇ ଭାଇଙ୍କ ଜୀବନ । ଏହି ଅଘଟଣ ୨ ଟି ପରିବାରକୁ ଦେଇଗଲା ଦୁଃଖ । ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଆସିଗଲେ ଦୁଇ…