Below header
Browsing Tag

elephant dies

ଆଖିବୁଜିଲା ଟ୍ରାଙ୍କୁଲାଇଜ୍ ଦନ୍ତା, କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ମୃତ୍ୟୁ

ଢେଙ୍କାନାଳ (କେନ୍ୟୁଜ): ଆଖିବୁଜିଲା ଟ୍ରାଙ୍କୁଲାଇଜ୍ ଦନ୍ତା। ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ହାତୀର ମୃତ୍ୟୁ ହୋଇଛି। ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ହାତୀ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ସେକସନର ଲୁଇସିଂ ଗାଁରୁ କାବୁ କରିଥିବା ଦନ୍ତାକୁ କପିଳାସକୁ ପଠାଇ ଦେଇଥିଲା ବନ…

କପ୍ତିପଦାରେ ହାତୀ ମୃତ୍ୟୁ, ତଦନ୍ତ କରୁଛି ଟାସ୍କଫୋର୍ସ ଟିମ୍‌

ମୟୂରଭଞ୍ଜ(କେନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ହାତୀ ମୃତ୍ୟୁ ପରେ ବନବିଭାଗର ଚେତା ପଶିଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ । ବନବିଭାଗ ଅଧିକାରୀଙ୍କ ସମେତ ସ୍ପେଶାଲ ଟାସ୍କଫୋର୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ହେଲେ ଏବେ ସୁଦ୍ଧା ପାଉନାହାନ୍ତି ଖିଅ ।…

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଲାଗି ହାତୀ ଓ ବାର୍‌ହା ମୃତ

ଢେଙ୍କାନାଳ(କେନ୍ୟୁଜ୍): ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଲାଗି ହାତୀ ଓ ବାର୍‌ହା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାଘଘରିଆ ଜଙ୍ଗଲରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଇହାତୀର ବି ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଁଞ୍ଚି ତଦନ୍ତ…

ପାଞ୍ଚ ଦିନ ପାଣି ଭିତରେ ଫସି ରହିବା ପରେ ଆଖି ବୁଜିଲା ଦନ୍ତା

ସମ୍ବଲପୁର(କେନ୍ୟୁଜ) : ପାଞ୍ଚ  ଦିନ ପାଣି ଭିତରେ ଫସି ରହିବା ପରେ ଆଖି ବୁଜିଲା ଦନ୍ତା । ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟ ପୋଖରୀ ପଙ୍କରେ ଫସିଥିବା ହାତୀର ମୃତ୍ୟୁ ହୋଇଛି । ଗତ ପାଞ୍ଚ ଦିନ ତଳେ ହାତୀଟି ପୋଖରୀରେ ପଶି ଯାଇ ପଙ୍କ ଭିତରେ ଫସି ରହିଥିଲା ।…

ବିଦ୍ୟୁତ ଆଘାତରେ ମାଈହାତୀର ମୃତ୍ୟୁ

ବରଗଡ଼ (କେନ୍ଯୁଜ୍): ବିଦ୍ୟୁତ ଆଘାତରେ ମାଈହାତୀର ମୃତ୍ୟୁ। ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ ଅମ୍ବାଭୋନା ବ୍ଳକ ଅଲେଖପୁର ଗାଁର ଗୌଡପାଲୀ ରାସ୍ତା ନିକଟ ଏକ ବିଲ ଭିତରେ ମାଈହାତୀର ମୃତ୍ୟୁ ଘଟିଛି। କିଛିଦିନ ଧରି ବାରପାହାଡ଼ ଜଙ୍ଗଲରୁ ଏକ ହାତୀପଲ ଆଗରୁ ବୁଲାବୁଲି କରୁଥିବା ଦେଖାଯାଇଥିଲା। ପରେ…

ବଣାଇ: ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଦନ୍ତା ମୃତ

ବଣାଇ(କେନ୍ଯୁଜ୍): ବିଦ୍ୟୁତ ତାର ଲାଗି ଦନ୍ତା ମୃତ । ବଣାଇ ବନଖଣ୍ଡ ତିକୟତପାଲି ସେକ୍ସନର ପଥରପୁଞ୍ଜିଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ…

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ରେଳ ଷ୍ଟେସନ୍‌ ନିକଟ ବାଘୁଆ ନାଳ ନିକଟରେ ଏକ ଦନ୍ତା ରାସ୍ତା ପାର ହେଉଥିବାବେଳେ ମାଲବାହୀ ଟ୍ରେନ୍‌ ହାତୀକୁ ଧକ୍କା ଦେଇଥିଲା। ଫଳରେ ହାତୀଟି…

ଢେଙ୍କାନାଳ ହିନ୍ଦୋଳ ରେଞ୍ଜ କଡଲା ଗାଁରେ ହାତୀ ମୃତ୍ୟୁ ମାମଲା, ୨ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କଡଲା ଗ୍ରାମରେ ଗତ ୩୦ ତାରିଖ ହାତୀ ମୃତ୍ୟୁ ଘଟଣାରେ ଦୁଇ ଶିକାରୀକୁ ବନ ବିଭାଗ  ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଗିରଫ ଦୁଇ ଜଣ ସେହି ଗ୍ରାମର ଦିଲ୍ଲୀପ ସେଠୀ ଓ…

ଗଞ୍ଜାମ ଲାଉଗଡ ଗାଁରେ ଅଭାବନୀୟ ଘଟଣା, କାଦୁଅରେ ପଡି ଦେଢ ମାସର ହାତୀ ଛୁଆର ମୃତ୍ଯୁ

ସୋରଡା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଲାଉଗଡ ଗ୍ରାମ ନିକଟ ଧାନ କ୍ଷେତରେ ଗତକାଲି କାଦୁଅରେ ପଡି ଏକ ଦେଢ ମାସର ହାତୀ ଛୁଆ ମୃତ୍ଯୁବରଣ କରିଥିବା ଜଣାପଡିଛି । ଏକ ୧୩ ଟିକିଆ ହାତୀ ପଲ ଧାନ ଖାଉଥିବ ସମୟରେ ଏକ ହାତୀ ଛୁଆ କାଦୁଅରେ ଲାଗିଗଲା । ହାତୀ ମାନଙ୍କ ରଡି ଶୁଣି ଗ୍ରାମବାସୀ ଏବଂ ବନ…

ଆଠଗଡ଼ ବନଖଣ୍ଡରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ DFO

ଆଠଗଡ଼: ଗତକାଲି ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣି ରେଞ୍ଜ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲର ଘାସୁଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ବାର୍ଦ୍ଧକ୍ୟ ବା କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା କହିଛନ୍ତି ଆଠଗଡ଼ DFO ସସ୍ମିତା ଲେଙ୍କା। ଦନ୍ତାହାତୀ ଟିର ବୟସ ପାଖପାଖି…