Below header

ପୁରୀ: ଚନ୍ଦନପୁର ପୁରୁଷୋତ୍ତମପୁରରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ପୁରୀ(କେନ୍ୟୁଜ): ପୁରୀରେ ହାତୀ। ସଦର ବ୍ଲକ ଚନ୍ଦନପୁର ପ୍ରତାପ ପୁରୁଷୋତ୍ତମପୁରରେ ବୁଲୁଛି ହାତୀ। ଗାଁରେ ହାତୀ ପଶିବା ଦେଖି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ହାତୀକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ହାତୀଟି କାହାର କିଛି କ୍ଷତି କରିନାହିଁ। ଗୋଟିଏ ହାତୀ କି ହାତୀ ପଲ ରହିଛନ୍ତି ସେନେଇ ସ୍ପଷ୍ଟ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.