ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡ଼ିଲା ହାତୀ, ଉଦ୍ଧାର କାର୍ଯ୍ୟ ଜାରି

କୂଅରେ ପଡ଼ିଲା ହାତୀ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ କରଡିଆପାଲି ଗାଁରେ ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତା ହାତୀ ପଡିଛି।

ରେଢାଖୋଲ (କେନ୍ୟୁଜ): କୂଅରେ ପଡ଼ିଲା ହାତୀ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ କରଡିଆପାଲି ଗାଁରେ ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତା ହାତୀ ପଡିଛି। ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡିଯାଇଥିବା ଅନୁମାନ କରାଯାଉଛି। ବନବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.