କୂଳରେ ଲାଗିଲା ସମ୍ବଲପୁର ସାପଲହରା ନିକଟ ପୋଖରୀରେ ଫସିଥିବା ହାତୀ, ଏବେ ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍‌

ସମ୍ବଲପୁର(କେନ୍ୟୁଜ): କୂଳରେ ଲାଗିଲା ହାତୀ । ସମ୍ବଲପୁର ସାପଲହରା ନିକଟ ପୋଖରୀରେ ହାତୀ ଫସିବା ଘଟଣା । ବିଶେଷଜ୍ଞ ଟିମ୍‌ ଦ୍ୱାରା ଅସୁସ୍ଥ ହାତୀକୁ କୂଳକୁ ଅଣାଯାଇଛି । କୂଳକୁ ଆଣି ହାତୀକୁ ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍‌ । OUATର ଏକ ଟିମ୍‌ ମଧ୍ୟ ସାମିଲ ଅଛନ୍ତି । ରଶି ଦ୍ୱାରା ପାଣି ଭିତରୁ ହାତୀକୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି । ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦା ମଧ୍ୟ ହାତୀ ଉଦ୍ଧାର ପାଇଁ କରୁଛନ୍ତି ପ୍ରୟାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.