ପରକୀୟା ପ୍ରୀତିରୁ ତୁମୂଳକାଣ୍ଡ : ଯୁବକଙ୍କୁ ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କଲେ ଯୁବତୀ

ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ। ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କରିଛନ୍ତି ଯୁବତୀ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଧିତିପୁର ଗାଁର ଘଟଣା । ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ କିଆ ବୁଦା ମୂଳରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

ଜଳେଶ୍ୱର (କେନ୍ୟୁଜ): ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ। ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କରିଛନ୍ତି ଯୁବତୀ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଧିତିପୁର ଗାଁର ଘଟଣା । ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ କିଆ ବୁଦା ମୂଳରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଉଦ୍ଧାର ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଚଣ୍ଡୀପୁର ଗାଁର ଗୋପାଳ ମୁଖୀ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବସ୍ତା ପୋଲିସର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.