Browsing Tag

Extramarital Affair

ପରକୀୟା ପ୍ରୀତିରୁ ତୁମୂଳକାଣ୍ଡ : ଯୁବକଙ୍କୁ ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କଲେ ଯୁବତୀ

ଜଳେଶ୍ୱର (କେନ୍ୟୁଜ): ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ। ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କରିଛନ୍ତି ଯୁବତୀ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଧିତିପୁର ଗାଁର ଘଟଣା । ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ କିଆ ବୁଦା ମୂଳରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଉଦ୍ଧାର ପରେ…

ଯନ୍ତ୍ରୀ ହେଲେ ହଟହଟା, ପରକୀୟା ପ୍ରୀତି ବେଳେ ଧରାପଡି ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ମାଡ଼ିବସିଲେ ଗାଁଲୋକ ଓ…

ବଲାଙ୍ଗିର(କେନ୍ୟୁଜ୍): ଯନ୍ତ୍ରୀଙ୍କ ପରକୀୟା ପ୍ରୀତି। ଧରାପଡି ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ମାଡ଼ିବସିଲେ ଗାଁଲୋକ ଓ ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକର ଯନ୍ତ୍ରୀ ଗୋଲକ ବିହାରୀ ମାରାଣ୍ଡିଙ୍କୁ ମହଙ୍ଗା ପଡ଼ିଲା ରୋମିଓଗିରିି। ଗୋଲକ ବିହାରୀଙ୍କ ୨ ଝିଅ ମଧ୍ୟ ଅଛନ୍ତି। ହେଲେ…

ଡେପୁଟି କଲେକ୍ଟରଙ୍କ ପରକୀୟା ପ୍ରୀତି ଅଭିଯୋଗ, ଝାରସୁଗୁଡ଼ା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କଲେ ପତ୍ନୀ

ବୌଦ୍ଧ(କେନ୍ୟୁଜ ବ୍ୟୁରୋ): ଡେପୁଟି କଲେକ୍ଟରଙ୍କ ପରକିଆ ପ୍ରୀତି ଅଭିଯୋଗ । ରଙ୍ଗେ ହାତ ଧରା ପଡ଼ିଲେ ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର । ପରକିଆ ପ୍ରୀତି ପାଇଁ ହେଲା ମହାଭାରତ । ଡେପୁଟି କଲେକ୍ଟର ଶରତ ବାଗଙ୍କୁ ରଙ୍ଗେ ହାତ ଧରିଲେ ପତ୍ନୀ । ଏହାର ଭିଡିଓ ଭାଇରଲ ହୋଇଛି । ଡେପୁଟି କଲେକ୍ଟର…

ଯୁବକଙ୍କ ପାଇଁ କାଳ ସାଜିଲା ବଡ ଭାଇର ସ୍ତ୍ରୀକୁ ପ୍ରେମ କରିବା, କଙ୍ଗାରୁକୋର୍ଟ ଦେଲା ଚପଲ ମାଳ ଉପହାର

ସୁନ୍ଦରଗଡ (କେନ୍ୟୁଜ) : ମହଙ୍ଗା ପଡିଲା ଭାଉଜ ପ୍ରେମ। ଉପହାରରେ ପଡିଲା ଚପଲ ମାଳ। ଯୁବକଙ୍କ ପାଇଁ କାଳ ସାଜିଲା ବଡ ଭାଇର ସ୍ତ୍ରୀ ଉପରେ ଆଖି ପକାଇବା। ଆଉ ନେଇ ଫେରାର ହୋଇଯିବା। ଏବେ କଙ୍ଗାରୁ କୋର୍ଟ ଦେଲା ଉଭୟେଙ୍କୁ ଭୟଙ୍କର ଶାସ୍ତି। ନିଜ ପିଲା ଏବଂ ଗ୍ରାମବାସୀଙ୍କ ଆଗରେ ଚପଲ ପିନ୍ଧାଇଲେ…

ଲଜ୍ଜା ! ବିବାହିତା ମହିଳାଙ୍କୁ ଅନୈତିକ ସମ୍ପର୍କ ପଡିଲା ମହଙ୍ଗା, ମିଳିଲା ଏପରି ଦଣ୍ଡ

ମହଙ୍ଗା ପଡିଲା ପରକୀୟା ପ୍ରୀତି। ସ୍ୱାମୀ ଥାଉ ଥାଉ ଗୋପନରେ ଚାଲୁଥିଲା ପର ପୁରୁଷଙ୍କ ସହିତ ଲୀଳା। ଆଉ ଏହାର ଫଳ ଯେ କେତେ ଭୟଙ୍କର ହେଲା ତାହା ଆପଣ ଏ ଭିଡିଓରେ ଦେଖିପାରିବେ। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଝାବୁଆ ଜିଲ୍ଲାରେ ବିବାହିତ ମହିଳାଙ୍କୁ ଅନୈତିକ ସମ୍ପର୍କ ପଡିଲା ମହଙ୍ଗା। ଜଣେ…

ଏହି କାରଣରୁ ପୁରୁଷମାନେ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହୋଇ ଗଢ଼ିଥାନ୍ତି ନୂଆ ସମ୍ପର୍କ

ପ୍ରେମ ସମ୍ପର୍କ ଭାଙ୍ଗିବା କିଛି ନୂଆ କଥା ନୁହେଁ, କିନ୍ତୁ କେଉଁ କାରଣରୁ ସମ୍ପର୍କ ଭାଙ୍ଗୁଛି ତାହା ଜାଣିବା ଜରୁରୀ। କାରଣ ବେଳେବେଳେ ସମ୍ପର୍କ ଭାଙ୍ଗିବା ପାଇଁ ଉଭୟ ମହିଳା ଓ ପୁରୁଷ ଦାୟୀ ହେଇଥିବା ବେଳେ ଆଉ କେତେ ବେଳେ ଜଣଙ୍କ ଭୁଲ ଯୋଗୁ ସମ୍ପର୍କ ଭାଙ୍ଗିଥାଏ। କିନ୍ତୁ ଏହି ମାମଲାରେ…

ସ୍ବାମୀଙ୍କ ଲଭଷ୍ଟୋରୀ ରେକର୍ଡିଂ କରୁଥିଲେ ମହିଳା, ଭିଡିଓ କରିବା ସମୟରେ ପ୍ରେମିକା ଗାଡିରେ ମାରିଲେ ଧକ୍କା

ଲୁଚି ଲୁଚି ସ୍ବାମୀଙ୍କ ଲଭଷ୍ଟୋରୀକୁ ରେକର୍ଡିଂ କରିବା ସମୟରେ ଗାଡିରେ ଧକା ମାରିଲେ ପ୍ରେମିକା । ଘଟଣାଟି ଘଟିଛି ନୋଏଡାରେ । ଘଟଣାରେ ମହିଳା ଜଣକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁସାରେ, ମହିଳା ଜଣକ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରନ୍ତି । ତାଙ୍କ…