ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ, ୩ ପୋଷ୍ଟ ମାଷ୍ଟର ନିଲମ୍ବିତ

କେନ୍ଦ୍ରାପଡାରେ ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ । ୩ ପୋଷ୍ଟ ମାଷ୍ଟର ନିଲମ୍ବିତ । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା ଡାକ ବିଭାଗରେ ଚାକିରୀ କରିଥିବା ୩ ପୋଷ୍ଟ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ସମସ୍ତଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଡାକ ଅଧୀକ୍ଷକ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡା(କେନ୍ୟୁଜ) : କେନ୍ଦ୍ରାପଡାରେ ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ । ୩ ପୋଷ୍ଟ ମାଷ୍ଟର ନିଲମ୍ବିତ । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା ଡାକ ବିଭାଗରେ ଚାକିରୀ କରିଥିବା ୩ ପୋଷ୍ଟ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ସମସ୍ତଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଡାକ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ନିଲମ୍ବିତ ହୋଇଥିବା ୩ ପୋଷ୍ଟର ମାଷ୍ଟର ହେଲେ ମାମାଶ୍ରୀ ଭାରତୀ, ସୌମ୍ୟରଞ୍ଜନ ସେଠୀ ଓ ପ୍ରସନ୍ନ ସେଠୀ । ମାମଶ୍ରୀ ତେଣ୍ଡାକୁଡ଼ା ପୋଷ୍ଟ ଅଫିସରେ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ସୌମ୍ୟରଞ୍ଜନ ଡିହପଡା ପୋଷ୍ଟାଲ ଅଫିସରେ ବିପିଏମ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ଚଉଦକୁଲାଟ କଦଳୀବଣ ପୋଷ୍ଟ ଅଫିସରେ ବିପିଏମ ଭାବେ କାର୍ଯ୍ୟ କରୁଥିଲେ ପ୍ରସନ୍ନ ସେଠୀ ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.