ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକକୁ ପିଟିଲା ବାଇକ; ଜଣେ ମୃତ, ଜଣେ ଗୁରୁତର

ଦେବଗଡ଼ (କେନ୍ୟୁଜ): ଦେବଗଡ଼ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ପୁରୁଣାଗଡ ବାଏ ପାସ ରେ ମର୍ମନ୍ତୁଦ ଦୁର୍ଘଟଣା। ଜଣେ ମୃତ ଜଣେ ଗୁରୁତର। ବ୍ରେକଡାଉନ ହୋଇ ଛିଡା ହୋଇଥିବା ଏକ ଟ୍ରକକୁ ବାଇକ ପିଟି ହୋଇଥବା ସୂଚନା। ମୃତକ କୋର୍ବା ଛତିଶଗଡ଼ ରାଜ୍ୟର ଆଦିତ୍ୟ ରାଠୋର ବୋଲି ଜଣାପଡିଛି। ଗୁରୁତରଙ୍କୁ ଦେବଗଡ଼ ସ୍ଥୀତ ମୁଖ୍ୟ ଦାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.