ଅନୁଗୁଳ ବନଖଣ୍ଡରେ ହାତୀ ଆତଙ୍କ, ଗାଁରେ ବୁଲୁଛନ୍ତି ୪୭ ଟିକିଆ ହାତୀପଲ
ଅନୁଗୁଳ ବନଖଣ୍ଡରେ ହାତୀ ଆତଙ୍କ । କଙ୍କିନାଳୀ ଗାଁରେ ବୁଲୁଛନ୍ତି ୪୭ ଟିକିଆ ହାତୀପଲ । ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।
ଅନୁଗୁଳ ବନଖଣ୍ଡରେ ହାତୀ ଆତଙ୍କ । କଙ୍କିନାଳୀ ଗାଁରେ ବୁଲୁଛନ୍ତି ୪୭ ଟିକିଆ ହାତୀପଲ । ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସଞ୍ଜ ହେଲେ ହାତୀଙ୍କ ପାଇଁ ଗାଁରେ ପଡୁଛି ତାଟି କବାଟ । ଅନୁଗୋଳ ବ୍ଲକରେ ହାତୀ ମଣିଷ ଲଢେଇ ଚରମ ସୀମାରେ ପହଁଚିଛି।
ହାତୀ କେବଳ ଜୀବନ ନେଉ ନାହାନ୍ତି ଲୋକଙ୍କ ଜୀବିକା ବି ଉଜାଡ଼ି ଦେଲେଣି । ବନାଞ୍ଚଳରେ ଏବେ ହାତୀ ଆତଙ୍କ ଖେଳିଯାଇଥିଲା ବେଳେ ବନ୍ତଳା ବନାଞ୍ଚଳରେ ୬ମାସରେ ୨୫ ରୁ ୩୦ଜଣଙ୍କ ପ୍ରାଣ ଯାଇଛି।