ଟ୍ରାଫିକ ନିୟମ ଉଲ୍ଲଂଘନ, ସାତ ଦିନରେ ୧୯ ଲକ୍ଷ ୭୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ
ସାତ ଦିନରେ ୧୯ ଲକ୍ଷ ୭୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କଟକ କମିଶନରେଟ ପୋଲିସ।
ସାତ ଦିନରେ ୧୯ ଲକ୍ଷ ୭୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କଟକ କମିଶନରେଟ ପୋଲିସ। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୫ ଟି ମାମଲା ରୁଜୁ କଲା ପୋଲିସ। ୬୯ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଧ। ୧୮୨୭ଟି ଇ ଚାଲାଣ କାଟିଛି ପୋଲିସ। ମଦ ପିଇ କରି ୩୧ ଜଣ ଚଳାଉଥିଲେ ଗାଡି। ୫ ଜଣ ରାସ୍ତାର ବିପରୀତ ଦିଗରେ ଚଳାଉଥିଲେ ଗାଡି। ମୋବାଇଲରେ କଥା ହୋଇ ୧୪ ଜଣ ଗାଡି ଚଳାଉଥିଲେ। ଟ୍ରାଫିକ ସିଗନାଲ ମାନି ନାହାନ୍ତି ୧୫ ଜଣ ଗାଡି ଚାଳକ।