Below header
Browsing Tag

traffic violation

ଟ୍ରାଫିକ ନିୟମ ଉଲ୍ଲଂଘନ, ସାତ ଦିନରେ ୧୯ ଲକ୍ଷ ୭୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ

ସାତ ଦିନରେ ୧୯ ଲକ୍ଷ ୭୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କଟକ କମିଶନରେଟ ପୋଲିସ। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୫ ଟି ମାମଲା ରୁଜୁ କଲା ପୋଲିସ। ୬୯ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଧ। ୧୮୨୭ଟି ଇ ଚାଲାଣ କାଟିଛି ପୋଲିସ। ମଦ ପିଇ କରି ୩୧ ଜଣ ଚଳାଉଥିଲେ ଗାଡି। ୫ ଜଣ ରାସ୍ତାର ବିପରୀତ…

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଦିନକରେ ୧୬ ଲକ୍ଷ ଫାଇନ୍‌, ୨୪ ଘଣ୍ଟାରେ ୧୯ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଦିନକରେ ୧୬ ଲକ୍ଷ ଫାଇନ୍‌ । ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୬ ଲକ୍ଷ ୨୬ ହଜାର ୫୦୦ ଟଙ୍କା ଫାଇନ୍‌ ଆଦାୟ ହୋଇଛି । ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୧୯ ଜଣ। ଏହାସହ ୭୮୯ଟି ଗାଡ଼ି ଜବତ ହୋଇଛି। ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌…

୬ ହଜାର ଶହେ ଟଙ୍କାର ଫାଇନ ଗଣିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଜାଣନ୍ତୁ କେଉଁ କାରଣରୁ ଗଣିଲେ ଏ…

କେନ୍ୟୁଜ୍(ବ୍ୟୁରୋ): ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ତଣ୍ଡ ଗଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଗତକାଲି ଲକ୍ଷ୍ନୌରେ ପୂର୍ବତନ ଆଇପିଏସ୍‌ ଅଧିକାରୀ ଏସ୍‌ଆର ଦାରପୁରୀଙ୍କ ପରିବାରକୁ ଭେଟିବାକୁ ଜଣେ କର୍ମୀଙ୍କ ସ୍କୁଟିରେ ଯାଇଥିଲେ ପ୍ରିୟଙ୍କା । ହେଲ୍‌ମେଟ୍‌ ପିନ୍ଧି…

ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କୁ ନାହିଁ ନିସ୍ତାର, ଜିଲ୍ଲାପାଳ ଓ ଏସପସିଙ୍କୁ ଚିଠି ଲେଖିଲେ ପରିବହନ କମିଶନର

ଭୁବନେଶ୍ବର(କେନ୍ୟୁଜ୍): ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କୁ ନାହିଁ ନିସ୍ତାର । ମଦ ପିଇ ଗାଡ଼ି ଚାଳନା, ବିପଦ୍‌ଜନକ ଗାଡ଼ି ଚାଳନା, ଦ୍ରୁତ ବେଗରେ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଭାଙ୍ଗିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ଦୁଇ ଚକିଆରେ ତିନି ଜଣ ଯିବା, ଓଭର ଲୋଡିଂ, ରେଡ୍‌ ଲାଇନ୍‌…

ସ୍ୱାମୀଙ୍କୁ ବିନା ହେଲମେଟରେ ଧରିଲେ ମହିଳା ଟ୍ରାଫିକ୍ ପୁଲିସ,ଆଉ ତାପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ : ଟ୍ରାଫିକ୍ ସିଗନାଲ ଭାଙ୍ଗିବା ପରେ ପୁଲିସ ଚାଲାଣ କାଟିଥାଏ,ତାହା ସମସ୍ତଙ୍କୁ ଜଣାଥାଏ। କିନ୍ତୁ ଟ୍ରାଫିକ ନିୟମ ଭାଙ୍ଗି ମଧ୍ୟ ଚାଲାଣ ନ କାଟି ଚକୋଲେଟ ଏବଂ ଫୁଲ ଦେବା କଥା ବୋଧହୁଏ କେବେ ଶୁଣି ନଥିବେ? ଆଜ୍ଞା ହଁ ! ହରିୟାଣାର ଝଜ୍ଜରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।…