ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଦିନକରେ ୧୬ ଲକ୍ଷ ଫାଇନ୍‌, ୨୪ ଘଣ୍ଟାରେ ୧୯ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଦିନକରେ ୧୬ ଲକ୍ଷ ଫାଇନ୍‌ । ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୬ ଲକ୍ଷ ୨୬ ହଜାର ୫୦୦ ଟଙ୍କା ଫାଇନ୍‌ ଆଦାୟ ହୋଇଛି । ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୧୯ ଜଣ। ଏହାସହ ୭୮୯ଟି ଗାଡ଼ି ଜବତ ହୋଇଛି। ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌ ।

କିଛି ବ୍ୟକ୍ତି କଟକଣା ମାନୁନଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.