କାମାକ୍ଷାନଗର : ଜୀବନ୍ତ ବଜ୍ରକାପ୍ତା ସହ ଚୋରା ଚାଲାଣକାରୀ ଗିରଫ

କାମାକ୍ଷାନଗର : ଯେତେ ଗିରଫଦାରୀ ହେଲେ ବି ରାଜ୍ୟରେ କମୁ ନାହିଁ ବଜ୍ରକାପ୍ତା ଚୋରା ଚାଲାଣ । ଆଜି ଢେଙ୍କାନାଳ କପିଳାସ ରେଞ୍ଜ ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବା ବେଳେ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ। ଏହି ଦୁଇ ଅଭିଯୁକ୍ତ ହେଲେ ଘନଶ୍ୟାମ ବେହେରା ଏବଂ ଜିତେନ୍ଦ୍ର ପ୍ରଧାନ। ଅଭିଯୁକ୍ତଙ୍କ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.