Below header

ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ଆଉ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତ ହେଲେଣି ୩୬ଜଣ

କଳାହାଣ୍ଡି : ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ଆଉ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କଲେଜର ମୋଟ୍‌ ୩୬ ଜଣ ଆକ୍ରାନ୍ତ ହେଲେଣି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରୀ ଟିମ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ କଲେଜକୁ ଯାଇ ସ୍ଥିତି ପରଖିଛନ୍ତି ।

ସଂପୃକ୍ତ ଘରୋଇ କଲେଜକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି । ଶିକ୍ଷାନୁଷ୍ଠାନକୁ ପ୍ରବେଶ ବାରଣ କରାଯାଇଛି । ୧୦୨ରୁ ଅଧିକ ଛାତ୍ରଛାତ୍ରୀଙ୍କ ସ୍ୱାବ ସଂଗ୍ରହ କରି କୋଭିଡ ଟେଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.