Below header

ଆଜି ଶପଥ ନେବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସାଂସଦ, ଲକ୍ ଡାଉନ୍ ଫଳର ବହୁ ଦିନ ହେବ ଯାଇପାରିନଥିଲେ ଦିଲ୍ଲୀ

ଭୁବନେଶ୍ବର: ଆଜି ରାଜ୍ୟସଭାରେ ଶପଥ ନେବେ ୪ ସାଂସଦ। ଓଡ଼ିଶାରୁ ରାଜ୍ୟସଭାକୁ ନବନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁନ୍ନା ଖାଁ ଓ ମମତା ମହନ୍ତ ଶପଥ ନେବେ। ରାଜ୍ୟସଭା ହାଉସ ଚାମ୍ବରରେ ଦିନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ୪ଜଣ ସଦସ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ତେବେ କରୋନା ଯୋଗୁ ଲକ୍‌ଡାଉନ୍‌ ହେବାରୁ ଏମାନେ ଦିଲ୍ଲୀ ଯାଇପାରିନଥିଲେ। ଓଡ଼ିଶାର ୪ଜଣ ସଦସ୍ୟଙ୍କ ସମେତ ଆଜି ପ୍ରାୟ ୪୩ଜଣ ସାଂସଦ ଶପଥ ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.