ତେଜିଲା ସଂସଦ ଉଦ୍ଘାଟନ ରାଜନୀତି, ସୁପ୍ରିମକୋର୍ଟରେ ଆଜି ହୋଇପାରେ ଶୁଣାଣି
ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଲୋକାର୍ପଣରେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ନ କରାଯିବା ପ୍ରସଙ୍ଗ । ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା । ବିରୋଧୀଙ୍କ ପକ୍ଷରୁ ସୁପ୍ରିମକୋଟ ଆଇନଜୀବୀ ସି ଆର ଜୟସୁକିନ ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଆଜି ଏହି ମାମଲାର ଶୁଣାଣି ହେବାର ସୂଚନା…