ୟୁନିଟ ୯ ଭେଣ୍ଡିଂ ଜୋନରେ ଦିବଂଗତ କଳାକାର ରାଇମୋହନ ପରିଡ଼ାଙ୍କ ଏକଦଶାହ ପାଳିତ, ସାଙ୍ଗସାଥୀ ମନେ ପକାଇଲେ ପୁରୁଣା ସ୍ମୃତି

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାର ପ୍ରତ୍ୟକ୍ଷ କଳାକାର ରାଇ ମୋହନ ପରିଡ଼ାଙ୍କ ଏକଦଶାହ ୟୁନିଟ  ୯ ଭେଣ୍ଡିଂ ଜୋନ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ତାଙ୍କୁ ବହୁତ ଭଲ ପାଉଥିବା ବନ୍ଧୁ ବର୍ଗ ଓ ତାଙ୍କ ସମସ୍ତ ସହଯୋଗୀଙ୍କ ସହଯୋଗରେ ଏକାଦଶାହ ପାଳନ କରାଯାଇଛି। ଏଥିରେ ନିର୍ଦ୍ଦେଶକ, କଳାକାର ଓ ସହଯୋଗୀ ବୃନ୍ଦ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ଅଶୋକ କୁମାର ମହାନ୍ତି ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ଶୃଙ୍ଖଳିତ ଭାବେ ପାଳିତ ହୋଇ ଥିଲା। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଭୋଜନର ଆୟୋଜନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.