Browsing Tag

raimohan parida

ୟୁନିଟ ୯ ଭେଣ୍ଡିଂ ଜୋନରେ ଦିବଂଗତ କଳାକାର ରାଇମୋହନ ପରିଡ଼ାଙ୍କ ଏକଦଶାହ ପାଳିତ, ସାଙ୍ଗସାଥୀ ମନେ ପକାଇଲେ ପୁରୁଣା…

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାର ପ୍ରତ୍ୟକ୍ଷ କଳାକାର ରାଇ ମୋହନ ପରିଡ଼ାଙ୍କ ଏକଦଶାହ ୟୁନିଟ  ୯ ଭେଣ୍ଡିଂ ଜୋନ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ତାଙ୍କୁ ବହୁତ ଭଲ ପାଉଥିବା ବନ୍ଧୁ ବର୍ଗ ଓ ତାଙ୍କ ସମସ୍ତ ସହଯୋଗୀଙ୍କ ସହଯୋଗରେ ଏକାଦଶାହ ପାଳନ କରାଯାଇଛି। ଏଥିରେ ନିର୍ଦ୍ଦେଶକ, କଳାକାର ଓ…

ଶ୍ୱାସରୁଦ୍ଧରୁ ମୃତ୍ୟୁ, ବେକରେ ରହିଛି କ୍ଷତ ଚିହ୍ନ: ଆସିଲା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର(କେନ୍ୟୁଜ): ଶ୍ୱାସରୁଦ୍ଧରୁ ରାଇମୋହନଙ୍କ ମୃତ୍ୟୁ। କମିଶନରେଟ୍‌ ପୋଲିସର ହସ୍ତଗତ ହୋଇଛି ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗଳାରେ ରସି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ତାଙ୍କ…

ମୃତ୍ୟୁର ସପ୍ତାହେ ପୂର୍ବରୁ କାହିଁକି ଥାନାକୁ ଯାଇଥିଲେ ରାଇମୋହନ, ମାନସିକ ଚାପରେ ଥିବା କଥା କହିଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର(କେନ୍ୟୁଜ): ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ଘଟଣାର ଖିଅ ଖୋଜୁଛି ପୋଲିସ । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡୁନି । ତେବେ ଆତ୍ମହତ୍ୟା ପୂର୍ବରୁ ଥରେ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ ରାଇମୋହନ । ହେଲେ କାହିଁକି ଯାଇଥିଲେ, ତାର ପ୍ରକୃତ କାରଣ ଏଯାଏ ଜଣାପଡିନି ।…

ଦିନ ଗଡୁଛି, ସସପେନ୍ସ ବଢୁଛି: ମୃତ୍ୟୁ ପୂର୍ବରୁ ଫ୍ୟାମିଲି ଗ୍ରୁପରେ ବାଏ ଲେଖିଥିଲେ ରାଇମୋହନ, ୧୧ଟା ୫୭ ମିନିଟ୍‌ରେ…

ଭୁବନେଶ୍ୱର(କେନ୍ୟୁଜ): ଦିନ ଗଡୁଛି, ସସପେନ୍ସ ବଢୁଛି । କାହିଁକି ଆତ୍ମହତ୍ୟା କଲେ ରାଇମୋହନ ପରିଡ଼ା ? ଏବେ ବି ହଟିନି ପରଦା । ଖିଅ ଖୋଜୁଛି କମିଶନରେଟ ପୋଲିସ । ମୋବାଇଲ ଫୋନ ଖୋଲିବ ରାଇମୋହନଙ୍କ ରହସ୍ୟ । ଅଧିକ ତଦନ୍ତ ଚଳାଇଛି ମଞ୍ଚେଶ୍ୱର ଥାନା ପୋଲିସ । ଉଭୟ ଆତ୍ମହତ୍ୟା ଓ ହତ୍ୟା ଦିଗକୁ…

ପିଠିରେ ହାତ ଥାପୁଡାଇ ମୋ କଳାକୁ ତାରିଫ୍ କରୁଥିଲେ, ଆଜି ମୁଁ ପୂରା ଭାଙ୍ଗି ପଡିଛି : ଜୁନିଅର ରାଇମୋହନ

ଯାଜପୁର ଟାଉନ(କେନ୍ୟୁଜ୍): ଆର ପାରିକୁ ଚାଲିଯାଇଛନ୍ତି ଚର୍ଚ୍ଚିତ ଖଳ ନାୟକ ରାଇମୋହନ ପରିଡା। କିନ୍ତୁ ଦର୍ଶକ ଓ ପ୍ରଶଂସକ ଙ୍କ ପାଖରେ ଛାଡି ଯାଇଛନ୍ତି ଛାପ।ଅବିକଳ ରାଇମୋହନ ଙ୍କ ଡାଇଲଗ କହୁଥିବା ଏହି କଳାକାର ହେଉଛନ୍ତି ବିଂଝାରପୁର ଚାଉନ୍ତରା ଗାଁର ଗୌରାଙ୍ଗ ବାରିକ। ରାଇମୋହନ ପରିଡାଙ୍କ…

ଆଜି ଥିଲା ରାଇମୋହନଙ୍କ ବିବାହ ବାର୍ଷିକୀ: ସପିଂ କରିବାକୁ କଟକ ଯାଉଥିଲେ ପତ୍ନୀ ଓ ଝିଅ, ପୁତୁରା ଠାରୁ ମିଳିଥିଲା…

ଭୁବନେଶ୍ୱର(କେନ୍ୟୁଜ): ଓଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା କାହିଁକି ଆତ୍ମହତ୍ୟା କଲେ ? ଏପ୍ରଶ୍ନ ସମସ୍ତଙ୍କ ମୁହଁରେ । ଆଜି ଥିଲା ତାଙ୍କର ବିବାହ ବାର୍ଷିକୀ । ମ୍ୟାରେଜ୍‌ ଆନିଭର୍ସାରୀର ଦିନେ ପୂର୍ବରୁ ଜୀବନ ହାରିଦେଲେ ରାଇମୋହନ । ବିବାହ ବାର୍ଷିକୀ ପାଳନ କରିବା ପାଇଁ ତାଙ୍କ…

କାହିଁକି ଆତ୍ମହତ୍ୟାର ବାଟ ବାଛିନେଲେ ରାଇମୋହନ ପରିଡ଼ା? ପାରିବାରିକ ବିବାଦ ଥିଲା ନା ବୃତ୍ତିଗତ ସମସ୍ୟା, ବିଭିନ୍ନ…

ଭୁବନେଶ୍ୱର(କେନ୍ୟୁଜ): ରହସ୍ୟମୟ ଆତ୍ମହତ୍ୟା । ଓଲିଉଡ୍‌ ଓ ଜଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନହାଚୀ ସୃଷ୍ଟି କରିଛି । କାହିଁକି ଆତ୍ମହତ୍ୟାର ବାଟ ବାଛି ନେଲେ ରାଇମୋହନ ? ଏପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଫିଲ୍ମ ଓ ଟେଲି ଅଭିନେତା,…

ପୁରୀ ସ୍ୱର୍ଗଦ୍ୱାରରେ ହେବ ଅଭିନେତା ରାଇମୋହନଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇଯାଇଛି । ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ସକାଳ ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରେ ଜମିଥିଲା ଭିଡ଼ । କାରଣ ନିଆଁ…

ହସ୍ପିଟାଲରେ ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ

ଭୁବନେଶ୍ୱର (କେନ୍ୟୁଜ): ମୃତ୍ୟୁ ପରେ ବି ଅମର ରହିବ ରାଇମୋହନଙ୍କ ଆଖି। ସିନେମାରେ ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ଯେଉଁ ଆଖିକୁ ଦେଖି ଦିନେ ଦର୍ଶକ ଭୟରେ ଥରୁଥିଲେ। ଆଜି ସେଇ ଆଖି ମୃତ୍ୟୁ ପରେ ବି ଜୀବିତ ରହିବ । କାହିଁକି ମୃତ୍ୟୁ ପରେ ରାଇମୋହନଙ୍କ ଚକ୍ଷୁକୁ…

ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଏସିପି ଇନଚାର୍ଜଙ୍କ ସୂଚନା, ପାରିବାରିକ କଳହ ହୋଇପାରେ କାରଣ !

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡର ଭେଟେରାନ୍ ଆକ୍ଟର ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାଙ୍କ ମୃତ୍ୟୁ ପଛର କାରଣ…

ଆତ୍ମହତ୍ୟା ପୂର୍ବରୁ ଝିଅକୁ ଦେଇଥିଲେ ଶେଷ ମେସେଜ ‘ବାଏ’

ଭୁବନେଶ୍ୱର (କେନ୍ୟୁଜ): ଆତ୍ମହତ୍ୟା ପୂର୍ବରୁ ନିଜ ଝିଅକୁ ରାଇମୋହନ କରିଥିଲେ ଶେଷ ମେସେଜ । ମେସେଜରେ ‘ବାଏ’ ଲେଖିଥିଲେ ରାଇମୋହନ । ତେବେ ମେସେଜରେ ସେ କାହିଁକି ସେ ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ମେସେଜ ଲେଖିବା ପରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ…

ନିରବିଗଲେ ରାଇମୋହନ : ସବୁଦିନ ପାଇଁ ମନେ ରହିବ ତାଙ୍କର ଦମ୍‌ଦାର ଡାଇଲଗ୍‌- ହେଇ… ଅନାନି…

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ାଙ୍କ ଆଉ ନାହାନ୍ତି। ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ବାସ ଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଛି। ଏହି ଖବର ସାରା ଓଡ଼ିଆ ସିନେ ଜଗତଠୁ ଆରମ୍ଭ କରି ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି। ସେ ଚାଲିଗଲେ ସତ…