କଳିଙ୍ଗ ଟିଭ ଓ କେନ୍ୟୁଜ୍‌ରେ ଗଣେଶ ପୂଜା

ଭୁବନେଶ୍ୱର (କେନ୍ୟୁଜ୍‌) : ଅତ୍ୟନ୍ତ ନିଷ୍ଠା ଓ ଭକ୍ତି ଭାବନାରେ କଳିଙ୍ଗ ଟିଭି ଏବଂ କେନ୍ୟୁଜ୍‌ରେ ମିଳିତ ଭାବେ ଆଜି ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା କରାଯାଇଛି । ରୀତିନୀତି ଅନୁସାରେ ଗଣେଶଙ୍କ ମୃଣ୍ମୟ ପ୍ରତିମାଙ୍କୁ ପୁରୋହିତଙ୍କ ଦ୍ୱାରା ପୂଜା କରାଯାଇଥିଲା ।

ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ଏନ୍‌-୨/୧୮୭ କାର୍ଯ୍ୟାଳୟରେ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରାଯାଇଥିଲା । ଏହି ଅବସରରେ ଉଭୟ କଳିଙ୍ଗ ଟିଭି ଏବଂ କେନ୍ୟୁଜ୍‌ର କର୍ମଚାରୀମାନେ ଉପସ୍ଥିତ ରହି ଗଣପତିଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.