ଗ୍ୟାଙ୍ଗଷ୍ଟର ପାପା ପଣ୍ଡା ଗିରଫ, ପ୍ରମାଣ ନଷ୍ଟ ପାଇଁ ବନ୍ଧୁକ ଦେଖାଇ ମହିଳାଙ୍କୁ ଧମକ ଦେବା ଅଭିଯୋଗରେ ବାନ୍ଧିଲା ପୋଲିସ୍

ବାଲେଶ୍ବର(କେନ୍ୟୁଜ): ଗ୍ୟାଙ୍ଗଷ୍ଟର ପାପା ପଣ୍ଡା ଗିରଫ। ଗ୍ୟାଙ୍ଗଷ୍ଟରକୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ୍। ପ୍ରମାଣ ନଷ୍ଟ ପାଇଁ ବନ୍ଧୁକ ଦେଖାଇ ମହିଳାଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛି।
ପାପା ନାଁରେ ୩୦ରୁ ଅଦିକ ହତ୍ୟା, ଧମକ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଲୁଟ୍ ଭଳି ଅଭିଯୋଗ ରହିଛି। କିଛି ମାସ ପୂର୍ବେ ବେଲ୍ରେ ଆସି ପୁରୁଣା ଗ୍ୟାଙ୍ଗ ଚଳାଉଥିଲା ପାପା ପଣ୍ଡା।