Below header

ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳ, ଆଜି ନଷ୍ଟ କରାଗଲା ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନସ୍ଥ ରାପେଟ ଗ୍ରାମ ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l

ଉକ୍ତ ଅଞ୍ଚଳର ୮୪ଏକର ଜଙ୍ଗଲ କିସମ ଜମିରେ ଚାଷ ହୋଇଥିବା ୧ ଲକ୍ଷ ୬୮ହଜାର ଗଛକୁ କାଟି ପୋଡି ଦିଆଯାଇଛି l ନଷ୍ଟ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 16କୋଟି8ଲକ୍ଷ ହେବବୋଲି ଜଣାପଡ଼ିଛି l

ଏହି ଚଢ଼ାଉରେ ପୋଲିସ,ଅବକାରୀ,ବନବିଭାଗ ଏବଂ ରାଜସ୍ୱ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ । 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.