ରୋଗୀ ନୁହେଁ ଆମ୍ବୁଲାନ୍ସରେ ଚାଲିଛି ଗଞ୍ଜେଇ ଚାଲାଣ

ଭୁବନେଶ୍ବର (କେନ୍ୟୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଧରିଛି ଅବକାରୀ ବିଭାଗ। ଘଟଣାରେ ୨ଜଣ ଆନ୍ତରାଜ୍ୟ ବେପାରୀଙ୍କୁ ଗିରଫ କରାଯାଇଛି। ଆମ୍ବୁଲାନ୍ସ ଭିତରୁ ପ୍ରାୟ ୨୫କେଜି ଗଞ୍ଜେଇ ଜବତ କରାଯାଇଛି। ଆମ୍ବୁଲାନ୍ସଟି ସୋନପୁରରୁ ଛତିଶଗଡ଼ ଯାଉଥିବା ଖବର ପାଇ ଅର୍ଜୁପୁର ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.