Browsing Tag

ganjei jabat

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବୌଦ୍ଧ ପୋଲିସ୍, ଦଶ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଜବତ

ବୌଦ୍ଧ (କେନ୍ୟୁଜ): ଉପରେ କାଜୁ ଆଉ ଭିତରେ ଗଞ୍ଜେଇ । ଏକଦମ୍‌ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ଯିଏ ଦେଖିବ ତାକୁ ଲାଗିବ ଯେ ଗାଡିରେ କାଜୁ ଲୋଡ୍‌ ହୋଇଛି କିନ୍ତୁ ଭିତରେ ରହିଛି ଗଞ୍ଜେଇ । ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବୌଦ୍ଧ ପୋଲିସ୍ । ପ୍ରାୟ ଦଶ…

ଦେହରେ ସେଲୋଟେପ ମାରି ଗଞ୍ଜେଇ ଚାଲାଣ, ୨୮ କେଜି ଗଞ୍ଜେଇ ଜବତ

ଗଂଜେଇ ଚାଲାଣର ନୂଆ ତରିକା, ଗାଡି ବଦଳରେ ଏବେ ମଣିଷ ସାଜିଛି ଗଂଜେଇ ଚାଲାଣର ମାଧ୍ୟମ । ଦେହରେ ସେଲୋଟେପ ମାରି କରାଯାଉଛି ଗଞ୍ଜେଇ ଚାଲାଣ । ୨୮ କେଜି ଗଞ୍ଜେଇ ସହ ବସଷ୍ଟପରୁ ମାଫିଆକୁ ଗିରଫ କଲା କୋରାପୁଟ ପାଡୁଆ ଥାନା ପୋଲିସ । କୋଲକାତା ଅଞ୍ଚଳର ଜଣେ ଯୁବକ ୭ କିଲୋ ଗଞ୍ଜେଇକୁ ନିଜ ଦେହରେ…

ମୋହନା: ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା

ସୋରଡ଼ା(କେନ୍ୟୁଜ୍):  ବିପୁଳ ପରିମାଣର ଗଞ୍ଜେଇ ଜବତ । ୩ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରିଛି ବଡ଼ଗଡ଼ ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ । ଏଥିସହ ୨ଟି ଟ୍ରକ୍‌, ଗୋଟିଏ ବୋଲେରୋ, ଗୋଟିଏ କାର ଜବତ ହୋଇଛି। ୪ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ମୋହନାରୁ ବଡ଼ଗଡ଼…

ବାଲେଶ୍ୱର ଜାମୁଝାଡ଼ିର ଗୈଡପଡ଼ା ଅଞ୍ଚଳରେ ୩୨ କେଜି ଗଞ୍ଜେଇ ଜବତ

ବାଲେଶ୍ୱର ଜିଲ୍ଲା ଜାମୁଝାଡ଼ିର ଗୈଡପଡ଼ା ଅଞ୍ଚଳରେ ଗଞ୍ଜେଇ ଜବତ। ଗୈଡ଼ପଡ଼ା ଅଞ୍ଚଳର ପର୍ଶୁରାମ ଦଳେଇଙ୍କ ଘରୁ ଆଜି ସକାଳୁ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ୟୁନିଟ୍ ୨ ଦ୍ୱାରା, ୩୨ କେଜି ଗଞ୍ଜେଇ ଜବତ ହୋଇଛି। ତା ସହ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସଂପୃକ୍ତ ବ୍ୟକ୍ତି…

ଛତ୍ରପୁରରୁ ଜବତ ହୋଇଛି ୬୧୬ କିଲୋଗ୍ରାମର ଗଞ୍ଜେଇ

ଧରାପଡ଼ିଲା ଗଞ୍ଜେଇ ଚୋରା ଚାଲାଣ। ଟ୍ରକ୍ରୁ ଜବତ ହୋଇଛି ୬୧୬ କିଲୋଗ୍ରାମ୍ର ଗଞ୍ଜେଇ। ୨୧ଟି ପ୍ୟାକେଟରେ ସେସବୁ ଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଛତ୍ରପୁର ପୋଲିସ। ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଆନ୍ଧ୍ରପ୍ରଦେଶ ପୋଲିସଠାରୁ ଖବର ପାଇଥିଲା ଗଞ୍ଜାମ ପୋଲିସ। ଯାଞ୍ଚ ବେଳେ…

ରୋଗୀ ନୁହେଁ ଆମ୍ବୁଲାନ୍ସରେ ଚାଲିଛି ଗଞ୍ଜେଇ ଚାଲାଣ

ଭୁବନେଶ୍ବର (କେନ୍ୟୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଧରିଛି ଅବକାରୀ ବିଭାଗ। ଘଟଣାରେ ୨ଜଣ ଆନ୍ତରାଜ୍ୟ ବେପାରୀଙ୍କୁ ଗିରଫ କରାଯାଇଛି। ଆମ୍ବୁଲାନ୍ସ ଭିତରୁ ପ୍ରାୟ ୨୫କେଜି ଗଞ୍ଜେଇ ଜବତ କରାଯାଇଛି। ଆମ୍ବୁଲାନ୍ସଟି ସୋନପୁରରୁ ଛତିଶଗଡ଼ ଯାଉଥିବା ଖବର ପାଇ…

ପୁଣି ରାଜଧାନୀରୁ କୋଟି କୋଟି ଟଙ୍କାର ନୀଳ ଜହର ଜବତ

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ରାଜଧାନୀରେ ନୀଳ ଜହର। ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କଲା କେନ୍ଦ୍ରୀୟ ରାଜସ୍ୱ ନିର୍ଦ୍ଦେଶାଳୟ। ଚନ୍ଦକା ନିକଟରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହାର ଓଜନ ପ୍ରାୟ ୧ କ୍ୱିଣ୍ଟାଲ ହେବ। ଅନ୍ୟାନ୍ୟ ସାମଗ୍ରୀ ସହ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ…