ରାଜଧାନୀରେ ଆଜି କେତେ ରହିଛି ସୁନା ଦାମ୍ ? ଜାଣନ୍ତୁ

ଭୁବନେଶ୍ବର (କେନ୍ୟୁଜ୍) : ଗତ ସପ୍ତାହେ ଭିତରେ ରାଜଧାନୀ ଭୁବନେଶ୍ବର ସମେତ ଓଡ଼ିଶାରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ଦେଢ଼ ଶହ ଟଙ୍କା ବଢ଼ିଛି । ଦୈନିକ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟୁଛି । ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୩୧,୮୫୦ ଟଙ୍କା ରହିଛି । ଗତକାଲି ଅପେକ୍ଷା ମାତ୍ର ୧୦ ଟଙ୍କା କମ୍ । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୩୩,୩୧୦ ଟଙ୍କା । ଗତକାଲି ଠାରୁ ୫୦ ଟଙ୍କା କମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.