Below header

ପତ୍ନୀଙ୍କ ବିୟୋଗରେ ଦୁଃଖୀ ଥାଇ ମଧ୍ୟ ଦିନ ତମାମ ୬ ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାମ ଚୟନ କରୁଥିଲେ ରାଜ୍ୟପାଳ ଫ୍ରଫେସର ଗଣେଶୀ ଲାଲ୍

କେନ୍ୟୁଜ୍(ବ୍ୟୁରୋ):  କର୍ମଯୋଗୀ ରାଜ୍ୟପାଳ ଗଣେଶୀ ଲାଲ୍।  ନିଜ ପତ୍ନୀଙ୍କ ବିୟୋଗରେ ଦୁଃଖୀ ଥାଇ ମଧ୍ୟ ଦିନ ତମାମ ନିଜ କାର୍ଯ୍ୟଳୟରେ ରହି ୬ ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାମ ଚୟନ କରିଥିଲେ।  ରମାଦେବୀ କୁଳପତି ହେଲେ ପ୍ର.ଅପରାଜିତା ଚୌଧୁରୀ । ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ହେଲେ ସବିତା ଆଚାର୍ଯ୍ୟ ।

ଫକୀରମୋହନ କୁଳପତି ହେଲେ ପ୍ର.ଦୀନବନ୍ଧୁ ସାହୁ । ଗଙ୍ଗାଧର ମେହେର କୁଳପତି ହେଲେ ପ୍ର.ଏନ.ନାଗରାଜୁ । ଉତ୍ତର ଓଡ଼ିଶା କୁଳପତି ପ୍ର. କିଶୋର କୁମାର ବସା । ଖଲ୍ଲିକୋଟ କୁଳପତି ହେଲେ ପ୍ରଫୁଲ୍ଲ କୁମାର ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.