ବ୍ରହ୍ମପୁର: ସରକାରୀ ନର୍ସିଂ କଲେଜରେ ଆନ୍ଦୋଳନ

ବ୍ରହ୍ମପୁର: ସରକାରୀ ନର୍ସିଂ କଲେଜରେ ଆନ୍ଦୋଳନ। ସାର୍ଟିଫିକେଟ ନ ମିଳିବା ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ଅଭିଯୋଗ ହୋଇଛି ୨୦୧୩-୧୭ ଶିକ୍ଷାବର୍ଷର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ପାସ୍ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ୟ୍ୟନ୍ତ ସାର୍ଟିଫିକେଟ୍ ମିଳିପାରିନାହିଁ। ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନକୁ ସମର୍ଥନ ଜଣାଇଛି ଡିଏସଓ ସଙ୍ଗଠନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.