କଟକରେ ଜିଏସଟି ଚଢ଼ଉ, ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍

କଟକ (କେନ୍ୟୁଜ): କଟକରେ ଜିଏସଟି ଚଢ଼ଉ। ଚାଉଳିଆଗଞ୍ଜ ଓ ଏମ୍ ପି ସାଇ ନଗରରେ ଚଢ଼ଉ। କଟକ ଲିଙ୍ଗରୋଡ୍ ସ୍ଥିତ ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ପକ୍ଷରୁ ରେଡ୍‌ ଚାଲିଛି । ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍ କରୁଛି ଜିଏସ୍‌ଟି ।

ଏକାଧିକ ଅନିୟମିତତାକୁ ନେଇ ଅଭିଯୋଗ ହୋଇଛି। ଯାଞ୍ଚରେ ୨୦ ଜଣିଆ ଟିମ ସାମିଲ ହୋଇଛନ୍ତି। ଘର ଏବଂ ଗୋଦାମରେ ଚାଲିଛି ରେଡ଼। ଦୀର୍ଘ ଦିନ ଧରି ଟିକସ ଫାଙ୍କିଥିଲା ଏହି ଦୋକାନ । ଯାହାକୁ ନେଇ ଆକ୍ସନକୁ ଆସିଛି ଜିଏସ୍‌ଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.