ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଅଭାବନୀୟ ଘଟଣା, ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଆଜି ସଂଧ୍ୟାରେ ଘରୁ ଦଂପତିଙ୍କ ରଶିରେ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ । ମୃତ ଦମ୍ପତି ହେଲେ ଦୁର୍ଗା ଚରଣ ପୃଷ୍ଟି । ପତ୍ନୀ ମାମିନା ପୃଷ୍ଟି ।

ଟାଙ୍ଗୀ(କେନ୍ୟୁଜ୍): ରଜ ସଂକ୍ରାନ୍ତିରେ ଅଘଟଣ । ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାନପୁର ପାଟଣାରେ ଅଘଟଣ । ଆଜି ସଂଧ୍ୟାରେ ଘରୁ ଦଂପତିଙ୍କ ରଶିରେ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ ।

ମୃତ ଦମ୍ପତି ହେଲେ ଦୁର୍ଗା ଚରଣ ପୃଷ୍ଟି । ପତ୍ନୀ ମାମିନା ପୃଷ୍ଟି । ଉଭୟ ପାମ୍ପଡ଼ ବ୍ୟବସାୟ କରି ପରିବାର ଚଳାନ୍ତି । ଖବର ପାଇ ପୋଲିସ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଜବତ ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.